Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LAXMAN KUMAR BEHERA (ଯତି)

Others

2  

LAXMAN KUMAR BEHERA (ଯତି)

Others

କବି ଓ କବିତା

କବି ଓ କବିତା

1 min
6.9K


କବିତାରେ ମୋର

ଆଧୁନିକ ଭାବ

ଏତେ ମାତ୍ରାରେ ପଶିଛି,

ଗଦ୍ଯ ସାହିତ୍ୟକୁ

ଯେବେ ଭାଙ୍ଗି ଦିଏ

ପଦ୍ଯ ପଦ୍ଯ ଖାଲି ବାସୁଛି ।

କବି କେବଳ ମାଧ୍ଯମ

କବିତା ଈଶ୍ବର,

ଜଗତରେ ଯଶ ଖ୍ଯାତି

ଯାହା ମିଳେ

ସବୁଠି, କବିତାର ଅଧିକାର •••


ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)

କବି କୁଟୀର

ଦଣ୍ଡାସିଂହା, ବାରକୋଟ

ଦେବଗଡ (ଓଡିଶା)

ମୋ- ୦୯୬୬୮୨୪୨୭୨୦


Rate this content
Log in