Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalatendu Kabi

Others

3  

Lalatendu Kabi

Others

ଫୁଲରାଣୀ

ଫୁଲରାଣୀ

1 min
6.4K


ଫୁଟିଛି ଫୁଲ ରାଣୀ ତଟିନୀ ତୀରେ ତୀରେ,

ପିଇ ସେ ବାଆ ପାଣି ଫୁଲୁଛି ଧୀରେ ଧୀରେ ॥୧

ଫୁଲେଇ ଝିଅ ସରି କହେନା କଥା ପଦେ,

ସତେ କା' ସହଚରୀ, ଲୋଟିବ ପ୍ରିୟ ପଦେ ॥୨

ଚାହେଁନା ଗଉରବ, ଆସନ ଦେବଶିରେ,

ସେ ଦିଏ ସଉରଭ, ନିରବ ପ୍ରେମ-ଗିରେ ॥୩

ରହିଛି ଚାହିଁ ପଥ, ଆସିଲେ ମଧୁକର,

ଝରାଇ ଦେବ ଶତ ପ୍ରୀତି-ସରିତ ଝର ॥୪

.

ଲଲାଟେନ୍ଦୁ କବି

୨୦୧୮୦୪୨୩୦୯୦୨


Rate this content
Log in