Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Dixit

Tragedy

2  

Tapan Dixit

Tragedy

କଳ୍ପ ଯୁଗର ଗଳ୍ପ

କଳ୍ପ ଯୁଗର ଗଳ୍ପ

1 min
1.3K


କଳ୍ପ ଯୁଗର ଗଳ୍ପକୁ କୁହ

ଭୁଲିଯିବି କେଉଁ ପରି ?

ସ୍ୱଳ୍ପ ଆୟୁଷେ ଚେଷ୍ଟା କରୁଛି

ଅଳ୍ପ ଅଳ୍ପ କରି ,

ତୁମେ ସିନା ସାଥୀ ଅଳକା ପୁରୀର

ସ୍ୱପ୍ନିଳ ନୀଳ ପରୀ

ହେଲେ ମୁଁ ନିଃସଙ୍ଗ ନୀଶିଥର

ଏକ ନିଷ୍ପେସିତ ପଥଚାରୀ||

ତପନ ଦୀକ୍ଷିତ (ବେଳାଭୂମି)9.10.2017


Rate this content
Log in

Similar oriya poem from Tragedy