Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Srinibas Mahalik

Others

4.9  

Srinibas Mahalik

Others

ବର୍ଣ୍ଣ

ବର୍ଣ୍ଣ

1 min
162


କନ୍ୟା ସନ୍ତାନଟେ ଜନ୍ମ ହୋଇଗଲେ

ମୁହଁ ପଡିଯାଏ ଖଟା

ଆଉ ଯଦି ସିଏ କଳା ହୋଇଥିବ

ସରିଗଲା ତେବେ କଥା ।।

କଳା ଝିଅ ପାଇଁ ବରଟେ ମିଳିବା

ଅଟେ ବଡ କଷ୍ଟ ସାଧ୍ୟ

ଯଦି ମିଳିଗଲା ଯଉତୁକ ପାଇଁ

ତିନି ଗୁଣା ଦେବା ବାଧ୍ୟ ।।

ଗୋରା ବର୍ଣ୍ଣକୁ ହିଁ ପିଲାବେଳୁ ଆମେ

ବୁଝିଥାଉ ସୈାନ୍ଦର୍ଯ୍ୟତା

ଆଜିବି ଜୀବିତ ଆମରି ମନରେ

ଏଭଳି ମାନସିକତା !!

ଚମଡା ରଙ୍ଗରୁ ନିର୍ଣ୍ଣୟ କରନି

ସୌନ୍ଦର୍ଯ୍ୟତାର ସଂଜ୍ଞା

ଅସଲ ସୌନ୍ଦର୍ଯ୍ୟ ଲୁଚି ରହିଥାଏ

ମନ ହୃଦୟରେ ଆଜ୍ଞା ।।


Rate this content
Log in