Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Inspirational

3  

ଵଳରାମ ତରାଈ

Inspirational

କଳା

କଳା

1 min
662




କଳ ବୋଲି ମୋତେ ଘୁଣା କରନ୍ତି

କଳା ବୋଲି କହି ପାଖରେ ବସାନୃ ନାହିଁ

କଳା ବୋଲି କେହିଜଣେ ମୋ ସହ କଥା ହୁଅନ୍ତି ନାହିଁ

କଳା ରଙ୍ଗ ବୋଲି ଭଲ ପାଆନ୍ତି ନାହିଁ

କଳା ବୋଲି ମୋ ସାଥିରେ କେହି ବୁଲିବେ ନାହିଁ

ଜ୍ୟୋତିଷ ବି ଦେଖନ୍ତି କହିଛନ୍ତି ହାତ ମୋର ଦେଖି ମୁଁ କୁଆଡେ ଲକି

ମୋ ଇଛା ସବୁକୁ କୁଆଡେ ପାଣିରେ ପକେଇଦେଇଛି

ମୋ ନିଜକୁ ନିଜେ ଘୁଣା କରୁଛି

ଶନି ରାହୁ କେତୁ ପରି କେତେକ ବିପଦ ସଙ୍କେତ ଅତିକ୍ରମ କରିଛି ଦସା

ମହାଦଶା ଆଉ ଅନ୍ତଃଦଶା କୁ ନେଇ

ଏଯାଏଁ ଆସିଲିଣି ସଂକଳ୍ପର ପାହାଚ ଡେଇଁ ଡେଇଁ

ଆଉ କେତେ ବାଟ ଯେ ପ୍ରତିଶ୍ରୁତି'ର ତାରାଟେ ତୋଳିବା ପାଇଁ

ମୋ ଲମ୍ବା ଵାଟରେ ମରିଚିକା ପରି

ଦୃଷ୍ଟିରେ ରଖି ମୁଁ ବାଟ ଚାଲିଛି

ଏ ଅବରୋଧର ସୀମାକୁ ଜନ୍ମାନ୍ତର ଜନ୍ମାନ୍ତର ଚାଲିବାକୁ ହେବ ମୋତେ

କଳା ବୋଲି କଣ ମୋର ମନ,ସୁନ୍ଦର, ଭାବ,ହସ,ଖୁସି ,କିଛି ନାହିଁ?


କଳା ରେ କଳକାର ହୁଅନ୍ତି

କଳ ହୋଉଛି ଆମ ଉଡ଼ିଆ ର ଲୟଣ

କଳା ହେଉଛନ୍ତି ଜଗନ୍ନାଥ ସବୁ କଳା ତାଙ୍କ ପାଖରେ

କଳା ଶନି ଠାକୁର

କଳା କାଳି ଦେବୀ

କଳା ଧଳା କଛି ନାହିଁ ଗୁଣ ଚରିତ୍ର ଠିକ ଥିଲେ ସବୁ ସମାନ

ବଳରାମ ତରାଇ

୯୯୩୭୦୧୪୬୪୬


Rate this content
Log in

Similar oriya poem from Inspirational