Audio

Forum

Read

Contests

Language


Write

Sign in
Wohoo!,
Dear user,
ପ୍ରତାରଣା
ପ୍ରତାରଣା
★★★★★

© Abhiram Sahoo

Tragedy

1 Minutes   1.3K    7


Content Ranking

ତୁମ ସଂଜଦୀପକୁ ଦିନେ

ଫୁଙ୍କି ଲିଭେଇ ଦେଉଥିବା ପାପ

ଆଜି ତୁମ ହୃଦ‐ଚଉରାରେ

ପୁଣ୍ଯର ତୁଳସୀ,

ତୁମ ଶାଶ୍ବତ ସ୍ବପ୍ନକୁ ଦିନେ

ବାରଂବାର ଦଂଶନ କରୁଥିବା ସାପ

ତା' ଗରଳରେ ପୂର୍ଣ୍ଣ ଆଜି ତୁମ

ଅମୃତ କଳସୀ ।


ମୁଁ ଭୁଲିଯାଇଛି

କେବେ ଦିନେ ତୁମ ସ୍ମୃତିର

ଘିଅବୋଳା ସଳିତାରେ

ଦିକ୍ ଦିକ୍ ଜଳୁଥିଲି,

ମୋ ରକ୍ତକୁ ଟୋପେ ଟୋପେ ଅମୃତରେ

ତୁମ ପ୍ରୀତି‐କଳସୀ ଭରୁଥିଲି !

×××

ସଂଜଦୀପ ସାପ ଅମୃତ

Rate the content


Originality
Flow
Language
Cover design

Comments

Post


Some text some message..