Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramila Sahoo

Others

2  

Pramila Sahoo

Others

କବିତା

କବିତା

1 min
6.7K


କବିତା

ଅନ୍ଧାରରାତି ଲାଗେ ଜହ୍ନରାତି ପରି

ତୁମକୁ ଦେଖିଲା ପରଠୁ

ବିନା ବର୍ଷାରେ ଭିଜିଯାଏ ମନ

ତୁମର ଅଭୁଲା ସ୍ଳୂତିରେ

ଦିନ ପରେ ରାତି ଆସେ ଜଣାପଡେ ନାହିଁ

ତୁମର ସେହି ମିଠା କଥାରେ

ମନର ଭାବନା ପଢ଼ି ମୁଁ ପାରିଛି

ତୁମର ସେହି ଦୁଇ ନୟନରେ । 


Rate this content
Log in