Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Others

3  

Santosh Pattnayak

Others

କାକର କାଖରେ ମକର ଆସିଛି

କାକର କାଖରେ ମକର ଆସିଛି

1 min
231


କାକର କାଖରେ ମକର ଆସିଛି

ହସି ଖେଳେ ଖିଲି ଖିଲି

ଦିନମଣୀ ତେଜ ଧିରେ ବଢିଯିବ

ଶୀତଟା ଯିବ ଦୋହଲି....


ବିବାହ ଓ ବ୍ରତ ଜଜ୍ଞ ଅନୁଷ୍ଠାନ

ଯେତେ ଅଛି ଶୁଭକର୍ମ

ଆରମ୍ଭିବା ପାଇଁ ଉକୃଷ୍ଠ ସମୟ

ମୃତ୍ୟୁରେ ବୈକୁଣ୍ଠ ଧାମ....


ସାଆନ୍ତାଣୀ କୃପା ଆଶିଷେ ସମ୍ପତ୍ତି

ଲଭିଛି କୃଷକ ଭାଇ

ଧାନ,ଆଖୁ କେତେ ଅମଳ ହେଇଛି

ଶ୍ରମ ତା ସାର୍ଥକ ହୋଇ....


ନୂଆଁ ଚାଉଳକୁ ଗୁଡ ଛେନା ଘିଅ

କ୍ଷୀର କଦଳୀ ନଡିଆ

ସର୍ବ ସମାହାରେ ପ୍ରସ୍ତୁତ ବ୍ୟଞ୍ଜନ

'ମକର ଚାଉଳ' ନାଆଁ


ସ୍ବତନ୍ତ୍ର ବ୍ୟଞ୍ଜନେ ସ୍ନେହ ପରଶିବ

ସମର୍ପଣ ପୁଷ୍ପାଞ୍ଜଳୀ

ଗୃହଦେବତାଙ୍କୁ ଭୋଗ ଲାଗେଇବ

ବିଶ୍ୱାସ ମନା ଉତ୍କଳୀ....

✍ସନ୍ତୋଷ ପଟ୍ଟନାୟକ, ବେଗୁନିଆପଡା ବ୍ଳକ୍, ତିରିଡା / ଗଞ୍ଜାମ


Rate this content
Log in