Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Others

4.8  

Bauribandhu Lenka

Others

କେହି ନୁହେଁ କାହାର

କେହି ନୁହେଁ କାହାର

1 min
445



କାହା ପାଇଁ ମନ ଭାରାକ୍ରାନ୍ତ କର

କେହି ତ ରହିବେ ନାହିଁ

କିଏ ଆଗ କିଏ ପଛରେ ବା ଯିବ

ଚିନ୍ତାକର କାହା ପାଇଁ ॥


ମାୟାଜାଲେ ଆମେ ଛନ୍ଦି ହୋଇଅଛେ

ସବୁ ମାୟାର ପ୍ରଭାବ

ବଞ୍ଚିବାର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ

ଛାଡି ପାରୁନାହେଁ ଲୋଭ ॥


କିଏ ବାପା ମାଆ କେ ଭାଇ ଭଉଣୀ

କିଏ ସ୍ୱାମୀ ସହୋଦର ?

ଗଲାବେଳେ ଯିବୁ ଏକୁଟିଆ ତୁହି

ଯିବେନି କେ ସଙ୍ଗେ ତୋର ॥


Rate this content
Log in