Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Inspirational

2  

Niranjan Sahu

Inspirational

ଆଡ୍ମିନ

ଆଡ୍ମିନ

1 min
6.5K


ଆଡ୍ମିନ ଗୋଟେ ହେଇଛ ବୋଲି

ଜନପ୍ରତିନିଧି ଭଳି ଲାଗୁଛି

MLA କି MP ଯଦି ହେଇଥାନ୍ତ

ତୁମେ କଣ ଭାବନ୍ତ ଭାବୁଛି

ନିଜକୁ ଭାବୁଛ ବଡ଼ଜ୍ଞାନୀ ବୋଲି

କିଏ କିଛି ଜାଣି ନାହାନ୍ତି ||


ସେଥିପାଇଁ ବୋଧେ ପ୍ରଭୁ ଭଗବାନ

ଘୋଡାକୁ ଶିଙ୍ଗ ଦେଇନାହାନ୍ତି

ନିଜେ ଜାହାକର ସବୁ ଠିକ ଭାବ

ଅନ୍ୟକୁ ଦେଖୁଛ ହିନ

ପାଠ ପଢିଲେ କି ହେବ ଭାଇ

ଯଦି ଦେଲ ନାହିଁ ସନମାନ ||


ଆଜିକାଲି ତ ହଜାରେ ଗ୍ରୁପ

ମିଡ଼ିଆରେ ଭରି ରହିଛି

ସେଇ ଆଡ଼ମିନି ସବୁଠାରୁ ଭଲ

ଯିଏ ସନମାନ ଦେଇ ଜାଣିଛି

ଦିନେ ନା ଦିନେ ସବୁ ଚାଲିଯିବେ

ଏଇକଥା ମନେରଖିବ

ସଦସ୍ୟ ମାନଙ୍କୁ ନିଜର କଲେ

ଗ୍ରୁପ ଖୁସିରେ ଚାଲିବ ||


Rate this content
Log in

Similar oriya poem from Inspirational