Audio

Forum

Read

Contests

Language


Write

Sign in
Wohoo!,
Dear user,
ଆଡ୍ମିନ
ଆଡ୍ମିନ
★★★★★

© Niranjan Sahu

Inspirational

1 Minutes   6.5K    4


Content Ranking

ଆଡ୍ମିନ ଗୋଟେ ହେଇଛ ବୋଲି

ଜନପ୍ରତିନିଧି ଭଳି ଲାଗୁଛି

MLA କି MP ଯଦି ହେଇଥାନ୍ତ

ତୁମେ କଣ ଭାବନ୍ତ ଭାବୁଛି

ନିଜକୁ ଭାବୁଛ ବଡ଼ଜ୍ଞାନୀ ବୋଲି

କିଏ କିଛି ଜାଣି ନାହାନ୍ତି ||


ସେଥିପାଇଁ ବୋଧେ ପ୍ରଭୁ ଭଗବାନ

ଘୋଡାକୁ ଶିଙ୍ଗ ଦେଇନାହାନ୍ତି

ନିଜେ ଜାହାକର ସବୁ ଠିକ ଭାବ

ଅନ୍ୟକୁ ଦେଖୁଛ ହିନ

ପାଠ ପଢିଲେ କି ହେବ ଭାଇ

ଯଦି ଦେଲ ନାହିଁ ସନମାନ ||


ଆଜିକାଲି ତ ହଜାରେ ଗ୍ରୁପ

ମିଡ଼ିଆରେ ଭରି ରହିଛି

ସେଇ ଆଡ଼ମିନି ସବୁଠାରୁ ଭଲ

ଯିଏ ସନମାନ ଦେଇ ଜାଣିଛି

ଦିନେ ନା ଦିନେ ସବୁ ଚାଲିଯିବେ

ଏଇକଥା ମନେରଖିବ

ସଦସ୍ୟ ମାନଙ୍କୁ ନିଜର କଲେ

ଗ୍ରୁପ ଖୁସିରେ ଚାଲିବ ||

ଆଡ୍ମିନ ଘୋଡା ଖୁସି

Rate the content


Originality
Flow
Language
Cover design

Comments

Post


Some text some message..