Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ତୁମ ପାଇଁ

ତୁମ ପାଇଁ

1 min
6.6K


ମୁଁ ଯେବେ ମାରିବି ,ଜହ୍ନରେ ରହିବି

ସ୍ମୃତିକୁ ପାଥେୟ କରି

ମୋ ଶୀତ ସାନ୍ତାଳ , ଯୋଶନରେ ନୀତି

ଧୋଇ ଦେଉଥିବ I

ତୁମ କାବେରୀ

ସ୍ଵପ୍ନ ଅନ୍ତରାଳେ

ତୁମଙ୍କୁ ନିରେଖି

ପ୍ରେମ ଵୃଦ୍ଧାର ଢାଳିବି

ସ୍ମୃତିକୁ ତୁମର

ମୋ ମନ ମନ୍ଦିର

ପୁଷ୍ପ ପରେ ପୂଜିବି

ଅବାସ୍ତବ ମୋର

ମର ଶରୀରକୁ

ପାରିବନି ତୁମେ ଛୁଇଁ

ଚାଲିଯିବ I

ଦୂରେ ରହିଯିବ ପାଶେ

ସ୍ନେହ ସ୍ମୃତି ଆଉ ପ୍ରୀତି ତୁମରି ..।


Rate this content
Log in

Similar oriya poem from Classics