ଚିଠି
ଚିଠି
ଏଇ ,
ତୋମେ କେଇଟା ମୁହୂର୍ତ୍ତ ପାଇଁ
ପୁଣିଥରେ ଆସନ୍ତନି ?
କିଛି ମିଛିମିଛିକା ସ୍ବପ୍ନ ଦେଖେଇ,
ମୋ ହୃଦୟକୁ ସତସତିକା କ୍ଷତାକ୍ତ କରି,
ପୁଣି ଫେରିଯାଅନ୍ତ !
ମୋତେ ଟିକେ ଆରାମ ମିଳନ୍ତା
ବୋଧେ ଆଉ କିଛିଦିନ ବଞ୍ଚିଯାଆନ୍ତି ।।
।।ଇତି।।
ପୁରୁଣା ଡାଏରୀ
ଏଇ ,
ତୋମେ କେଇଟା ମୁହୂର୍ତ୍ତ ପାଇଁ
ପୁଣିଥରେ ଆସନ୍ତନି ?
କିଛି ମିଛିମିଛିକା ସ୍ବପ୍ନ ଦେଖେଇ,
ମୋ ହୃଦୟକୁ ସତସତିକା କ୍ଷତାକ୍ତ କରି,
ପୁଣି ଫେରିଯାଅନ୍ତ !
ମୋତେ ଟିକେ ଆରାମ ମିଳନ୍ତା
ବୋଧେ ଆଉ କିଛିଦିନ ବଞ୍ଚିଯାଆନ୍ତି ।।
।।ଇତି।।
ପୁରୁଣା ଡାଏରୀ