Audio

Forum

Read

Contests

Language


Write

Sign in
Wohoo!,
Dear user,
ଚିଠି
ଚିଠି
★★★★★

© AMIT KUMAR SAHU

Romance

1 Minutes   6.6K    5


Content Ranking


ଏଇ ,

   ତୋମେ କେଇଟା ମୁହୂର୍ତ୍ତ ପାଇଁ

   ପୁଣିଥରେ ଆସନ୍ତନି ?

   କିଛି ମିଛିମିଛିକା ସ୍ବପ୍ନ ଦେଖେଇ,

   ମୋ ହୃଦୟକୁ ସତସତିକା କ୍ଷତାକ୍ତ କରି,

   ପୁଣି ଫେରିଯାଅନ୍ତ !

   ମୋତେ ଟିକେ ଆରାମ ମିଳନ୍ତା

   ବୋଧେ ଆଉ କିଛିଦିନ ବଞ୍ଚିଯାଆନ୍ତି ।।


               ।।ଇତି।।

             ପୁରୁଣା ଡାଏରୀ 

ଚିଠି ହୃଦୟ ସ୍ବପ୍ନ

Rate the content


Originality
Flow
Language
Cover design

Comments

Post


Some text some message..