Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Tragedy

2  

ଓଡ଼ିଆ ଗଳ୍ପ ଓ କବିତା - ୩

Tragedy

ନିଜକୁ ଜାଳିବା ପାଇଁ ଏମିତିକି

ନିଜକୁ ଜାଳିବା ପାଇଁ ଏମିତିକି

1 min
6.5K


ମହାସ୍ମୀତା


ନିଜକୁ ଜାଳିବା ପାଇଁ ଏମିତିକି

ଜନ୍ମ କେବେ ନିଅନ୍ତି ମଣିଷ

ଜଗତ ମଙ୍ଗଳ ପାଇଁ ଯେତେ ସବୁ

ନିଃଶ୍ବାସ ପ୍ରଶ୍ବାସ

ନିଜକୁ ନିଃଶେଷ କରି ଏତେ ଏତେ

ଲେଖନ୍ତି ଅକ୍ଷର

କେତେ ଯେ ଐଶ୍ଚଯ୍ୟ ମୟ

ବିପୁଳ ଏ ଶବ୍ଦର ସମ୍ଭାର

ମୋ ବାପା,ମୋ ମାଆ ମୋ

ଗାଁର ପ୍ରିୟ କଳାକାର

ଯାହା ପାଇଁ ସହରରେ ଭାବୁଛି ମୁଁ

ନୟନରୁ ଢାଳି ଲୁହଧାର।


Rate this content
Log in

Similar oriya poem from Tragedy