Audio

Forum

Read

Contests

Language


Write

Sign in
Wohoo!,
Dear user,
ସେଦିନ ବି ସିନ୍ଦୂରା ଫାଟିଥିଲା
ସେଦିନ ବି ସିନ୍ଦୂରା ଫାଟିଥିଲା
★★★★★

© Ranita Swain

Others

1 Minutes   6.7K    7


Content Ranking

ସେଦିନ ବି ସିନ୍ଦୂରା ଫାଟିଥିଲା

ସକାଳ ହୋଇଥିଲା

କିନ୍ତୁ କାହିଁକି କେଜାଣି କିଛି ଭଲ ଲାଗୁ ନଥିଲା

ସମୟ ଦଉଡୁଥିଲା ଅଣନିଶ୍ଵାସୀ ହୋଇ

ତା ସହ ଉଛ୍ଛନ୍ନିଆ ମନଟା ବି ତାଳ ଦେଇ

ଝାଳନାଳ ଆଣ୍ଠିଏ

କିଛି ବିଗିଡି ଯିବାର ଭୟ ରେ ଜୁଡୁବୁଡୁ ମନ,

ହେବାକୁ କିଏ ବା ଅଟକେଇ ପାରିବ

ହେଲା ଯାହା ହେବାର ଥିଲା

ଲୁହ ହାରିଗଲା

ବହିଗଲା ବାଡ ବତା ଭାଙ୍ଗି

ଭଲ ପାଇବା କ’ଣ ସତରେ ହାରିପାରେ,,?

ବିଦାୟ ବେଳେ ଦୁଇ ମିନିଟ୍ ହେଉ ପଛେ ମିଳନର ସେଇ

ଅପୂର୍ବ ମୁହୂର୍ତ୍ତ,,,ଆଃ,,,କି ମିଠା

ମନଟିକେ ଥୟ ଧରିଲା

ସଞ୍ଜ ହେଲା ଫେସବୁକର ଷ୍ଟାଟସ୍

ମିସିଙ୍ଗ୍ ସମ୍ ଓ୍ବାନ ଭେରି ବ୍ୟାଡଲି,,,ସହ।

ରନିତା

ସକାଳ ମନ ବିଦାୟ

Rate the content


Originality
Flow
Language
Cover design

Comments

Post


Some text some message..