Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୨୨୬

ଜୀବନ ଗୀତା-୨୨୬

1 min
6.3K


 

ଜୀବନର ଅନୁଭବ
ନିତ୍ୟ ନୂତନ
ପୁନରାବୃତ୍ତିରେ ନୁହେଁ
ସେ ପୁରାତନ ॥୦॥

ଏକା କଥା ଏକା ଦୃଶ୍ୟ
ଲାଗେ ନୂଆ ନୂଆ
ସମୟ ଗତିରେ ପାଏ
ନୂତନର ଛୁଆଁ
ଯେତେସବୁ ଅନୁଭବ
ସ୍ମୃତି ପାଲଟିବ
ସାଇତି ରଖଇ ଅବଚେତନ ॥୧॥

ଏକା ଦିନ ଏକା ରାତି
ଆସେ ସବୁଦିନ
ଋତୁ ପରେ ଋତୁ ବିତେ
ଏକ ପରେ ଆନ
ନୂତନ ସକାଳ ଟିଏ
ଆଶା ଉପୁଜାଏ
ଉଲ୍ଲସିତ କରିଦିଏ
ଶରୀର ମନ ॥୨॥


Rate this content
Log in