Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Srinibas Mahalik

Inspirational

2  

Srinibas Mahalik

Inspirational

ବାପା

ବାପା

1 min
7.1K


ଆମ ପାଇଁ ଆମ ବାପା ହେଉଛନ୍ତି

ଦୁନିଆର ବଡ ଧନୀ

ଯେବେ ଯାହା ମାଗୁ ସବୁ ସେ ଦିଅନ୍ତି

ମନା କେବେ କରନ୍ତିନି ।।

ପ୍ରତ୍ୟେକ ସଂସ୍କାର ନୀତି ଶିକ୍ଷା ଆଦି

ପାଇଛେ ତାଙ୍କଠୁ ଆମେ

ଦୁଃଖ କଷ୍ଟ ସହି ସମସ୍ତ ସୁଖକୁ

କରନ୍ତି ସେ ଆମ ନାମେ ।।

ତାଙ୍କ ପାଇଁ ଆମେ ଏଇ ଦୁନିଆରେ

ପାଇ ଅଛେ ଜୀବ ସତ୍ତା

ଭଗବାନଙ୍କର ଅନ୍ୟ ଏକ ରୂପ

ଯାହାଙ୍କର ନାମ ପିତା ।।

ଆମ ପାଇଁ ସିଏ ସବୁକିଛି ଆଉ

ସିଏ ହିଁ ଆଦର୍ଶ ବ୍ୟକ୍ତି

ଜୀବନଟା ସାରା ପୂଜୁଥିବା ତାଙ୍କୁ

କରି ହୃଦୟରୁ ଭକ୍ତି ।।


Rate this content
Log in

Similar oriya poem from Inspirational