Audio

Forum

Read

Contests

Language


Write

Sign in
Wohoo!,
Dear user,
ଶେଷ ଇଚ୍ଛା
ଶେଷ ଇଚ୍ଛା
★★★★★

© Dr. Diptiranjan Behera

Others

1 Minutes   6.9K    12


Content Ranking

ବିଳମ୍ବିତ ନିଶାର୍ଦ୍ଧରେ 

ତୁମ ସ୍ମୃତି ଧୀରେ ଧୀରେ 

ଆସେ ଯେବେ ପାଶେ ମୋର 

କୋହ ଭରା ଓଠ ଥରେ, ଭିଜେ ପୁଣି ଲୋତକ ସ୍ପର୍ଶରେ ||


ବଞ୍ଚିବାର ରାହା ଖୋଜି 

ବଞ୍ଚିଛି ମୁଁ ତୁମ ପାଇଁ

ଫେରିବ ଯେ ତୁମେ ଦିନେ 

ଭଲପାଅ ମୋତେ କହି, କାନ୍ଦୁଥିବ ପୁଣି କଇଁ କଇଁ ||


ଦୁଇ ହାତେ ପୋଛିଦେବି 

ଅଶ୍ରୁଭରା ନୟନ ତୋହର 

ଚୁମିଦେଇ ମଥା ଟିକେ 

ଚାଲିଯିବି ସତେ ବହୁଦୂର, ଶେଷ ଇଚ୍ଛା ଏତିକି ମୋହର ||

ସ୍ମୃତି ଧୀରେ ବଞ୍ଚିଛି

Rate the content


Originality
Flow
Language
Cover design

Comments

Post


Some text some message..