Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. Diptiranjan Behera

Others

2.5  

Dr. Diptiranjan Behera

Others

ଶେଷ ଇଚ୍ଛା

ଶେଷ ଇଚ୍ଛା

1 min
7.0K


ବିଳମ୍ବିତ ନିଶାର୍ଦ୍ଧରେ 

ତୁମ ସ୍ମୃତି ଧୀରେ ଧୀରେ 

ଆସେ ଯେବେ ପାଶେ ମୋର 

କୋହ ଭରା ଓଠ ଥରେ, ଭିଜେ ପୁଣି ଲୋତକ ସ୍ପର୍ଶରେ ||


ବଞ୍ଚିବାର ରାହା ଖୋଜି 

ବଞ୍ଚିଛି ମୁଁ ତୁମ ପାଇଁ

ଫେରିବ ଯେ ତୁମେ ଦିନେ 

ଭଲପାଅ ମୋତେ କହି, କାନ୍ଦୁଥିବ ପୁଣି କଇଁ କଇଁ ||


ଦୁଇ ହାତେ ପୋଛିଦେବି 

ଅଶ୍ରୁଭରା ନୟନ ତୋହର 

ଚୁମିଦେଇ ମଥା ଟିକେ 

ଚାଲିଯିବି ସତେ ବହୁଦୂର, ଶେଷ ଇଚ୍ଛା ଏତିକି ମୋହର ||


Rate this content
Log in