Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Others

3  

Santosh Pattnayak

Others

ବିଶ୍ବ କରୁ ସନମାନ

ବିଶ୍ବ କରୁ ସନମାନ

1 min
419



ବସନ୍ତ ସାମ୍ରାଜ୍ୟେ ପଣା ସଂକ୍ରାନ୍ତିର

ଉତ୍ସବ ହେଲା ଘୋଷଣା

ଦଣ୍ଡକାଳୀ ବ୍ରତ ସମାପନ ହବ

ଭକତ କଲେ ମାଜଣା....


ପ୍ରକୃତି ପରବ ସ୍ବତନ୍ତ୍ର ଏ'ଦିନ

ନବବର୍ଷ ଆମ ଆଜି

ଓଡିଆ ସଂସ୍କାରେ ମାତୃକୃପା ସାର

ମନରେ ମାଆଙ୍କୁ ଭଜି

ହିଂସା ଦ୍ବେଷ ସବୁ ତେଜି

ସ୍ନେହ ପ୍ରେମ ପ୍ରୀତି ମମତାକୁ ନେଇ

ଭକ୍ତି ଭାବେ ଯିବା ହଜି....


ଭକତ ପ୍ରବର ହନୁମନ୍ତ ଜନ୍ମ

ଶୁଭବେଳା ଶୁଭଲଗ୍ନ

ଘେନ ମୋ କୋଟି ପ୍ରଣାମ

କଳିଙ୍ଗ ପ୍ରବାସୀ ଦୁଃଖ ଦିଅ ନାଶି

ବିଶ୍ବକରୁ ସନମାନ .....


✍ସନ୍ତୋଷ ପଟ୍ଟନାୟକ ,ବେଗୁନିଆପଡା ବ୍ଳକ୍, ତିରିଡା /ଗଞ୍ଜାମ


Rate this content
Log in