Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

ଏକ ଅଭିଳାଷ ! ଶୁଣିବାକୁ ତମକୁ ଥରେ ।

ଏକ ଅଭିଳାଷ ! ଶୁଣିବାକୁ ତମକୁ ଥରେ ।

1 min
6.8K


ଏକ ଅଭିଳାଷ ! ଶୁଣିବାକୁ ତମକୁ ଥରେ ।

ତମ ମଧୁର ସ୍ୱର ଶୁଣିବାକୁ ହେଉଛି ଇଚ୍ଛା ଥରେ, ଏହି ମୁହୂର୍ତ୍ତରେ , ହେ ! ପ୍ରିୟତମା ମାନସୀ ମୋର, ଏ-----------------, ଅସରନ୍ତି ଦୂରତା, ଅଜଣା ପଥରେ, କେଉଁଠି ଅଛ ! ପଚାରୁଛି ମନ, ହିସାବ କରି ଚାଲିଛି ସମୟ, କେତେଦିନ ଏମିତି କଟିବ କୁହ ! ତ ତୁମେ । (୧)

ଗତକାଲିର ବାର୍ତ୍ତାଳାପ କଣ ? ତମର ମନେ ନାହିଁ , ଥରେ ନ ଦେଖିଲା ପର୍ଯ୍ୟନ୍ତ, ତମକୁ ତମ ଭିତରେ ରହି ପାରିବିନି କହୁଛି ମୋ ହୃଦୟର ସ୍ପନ୍ଦନ, କାଲି ପାଇଁ ପ୍ରତିକ୍ଷା କରିବିନାହିଁ ବୋଲି କହୁଛି !ଏ ମୋ ପାଗଳ ମନ । (୨)

କାଲି ତମେ ଆସିବାପରେ ଅନ୍ତତଃ କୁହ ନାହିଁ ରହିଥାଅ ଖାଲି ଦୋହରାଇ ଆମ ପୁରୁଣା ସ୍ମୃତି , ଆଉ କେତେ କଥା ହେବା ତ ପୁଣି ବାକି ରହି ଯାଇଛି, ତୁମ ସହଥରେ କଥା ହେବାର ଅଛି , ଏହି କ୍ଷଣର ଖାଲି ""ଏକ ଅଭିଳାଷ"" ଶୁଣିବାକୁ ତମକୁ ଥରେ । (୩) ଶେଷ ।

ରାମ ପ୍ରସାଦ ବିଶୋଇ (କାଶ୍ୟପ) ରାମଗୁଣ୍ଡମ ହାଲ୍ଲୀ, ବାଙ୍ଗାଲୋର, ସକାଳ-୮-୪୬ ମି , ତା-୮-୦୬-୧୬ ।


Rate this content
Log in