କଷ୍ଟହୁଏ
କଷ୍ଟହୁଏ
କଷ୍ଟ ହୁଏ ଯଦି
ସ୍ବୀକୃତି ଅପେକ୍ଷାରେ ଥିବା
ସମ୍ପର୍କଟି ଅହଂକାର ବନ୍ଧନରେ ହରାଇଦିଏ ତାର ସତ୍ତା।
ମନ ନିର୍ଜନତା ସହ
ବାରମ୍ବାର ମୋହଗ୍ରସ୍ଥ
ପୁଣି ମୋହଶୂନ୍ୟ ହେବାର ପ୍ରୟାସ।
ଜୀବନ ବଂଶୀର ସ୍ବର
ଯେତେ ବେସୁରା ହେଲେ ବି
ଶୁଣିବାକୁ ବାଧ୍ୟ ।
କଷ୍ଟ ହୁଏ ଯଦି
ସ୍ବୀକୃତି ଅପେକ୍ଷାରେ ଥିବା
ସମ୍ପର୍କଟି ଅହଂକାର ବନ୍ଧନରେ ହରାଇଦିଏ ତାର ସତ୍ତା।
ମନ ନିର୍ଜନତା ସହ
ବାରମ୍ବାର ମୋହଗ୍ରସ୍ଥ
ପୁଣି ମୋହଶୂନ୍ୟ ହେବାର ପ୍ରୟାସ।
ଜୀବନ ବଂଶୀର ସ୍ବର
ଯେତେ ବେସୁରା ହେଲେ ବି
ଶୁଣିବାକୁ ବାଧ୍ୟ ।