ଲାଲ୍ ଛକି
ଲାଲ୍ ଛକି
ସମ୍ପର୍କ !
ସମ୍ପର୍କର ନଈ ଵୋହିଯାଏ
ସର୍ପିିିଳ ଗତି ନେଇ ।
ସମ୍ପର୍କର ସମ୍ପର୍କ କେଉଁଠି
ଆଦ୍ର ତ କେଉଁଠି ଶୁୁଷ୍କ ।
ଜୀବନ !
ଜୀବନ ଵି ସର୍ପିିିଳ
ଜୀବନ ସୁନ୍ଦର ଲୁଚକାଳି ଖେଳେ
ଲାଲ୍ ଛକିର ଅନ୍ତ ରାଳେ !
ସମ୍ପର୍କ ଆଉ ଜୀବନ-
ଯେ କେଵଳ ଲାଲ୍ ଛକି କାଳେ କାଳେ।
ନୁୁହେଁ ଆଦ୍ର ନୁହେଁ ଶୁଷ୍କ -
ସବୁବେଳେ ସ ଵୁୁ ଵେ ଳେ