Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

2  

Amiya Bej

Others

ସଦାଚର

ସଦାଚର

1 min
6.6K


ସଦାଚର

ସଦା !
ଏମିତି କେମିତି ତୁ ଯିବୁଚାଲି
ଏକା ଏକା...
ରହିଯିବ ଆମ ଖେଳ
ବାଟି, ଗୁଲିଡଣ୍ଡା ।
ଗାଧୁଆ ତୁଠେ ବସିଛି
ଲଙ୍ଗୁଳି ସୁମିଅପା
ଅମରି ଉହାଡୁ
କେମିତି ଦେଖିବି ମୁଁ
ଏକା ଏକା... ।।


ବନ୍ଧୁ ମୁଁ
ନୁହଁ ବାନ୍ଧବ ବୋଲି
ତୋ ଶବକୁ ମୋ କାନ୍ଧ ଅଲୋଡା ।
ତେବେସୁଦ୍ଧା ଉଠିପଡ ଥରୁଟେ 'ସଦା'
ତୋ ବିନା ,
ଗାଁ ତୁଠ, ସୁମିଅପା, ଗୁଲିଡଣ୍ଡା ଆଉ ମୁଁ ଅଧୁରା..........।।।

(ସବୁ ଗାଁରୁ ମରିଯାଉଥିବା ସଦାନନ୍ଦ ପରି ବନ୍ଧୁଙ୍କ ପାଇଁ )


Rate this content
Log in