Audio

Forum

Read

Contests

Language


Write

Sign in
Wohoo!,
Dear user,
ସଦାଚର
ସଦାଚର
★★★★★

© Amiya Bej

Others

1 Minutes   6.6K    3


Content Ranking

ସଦାଚର

ସଦା !
ଏମିତି କେମିତି ତୁ ଯିବୁଚାଲି
ଏକା ଏକା...
ରହିଯିବ ଆମ ଖେଳ
ବାଟି, ଗୁଲିଡଣ୍ଡା ।
ଗାଧୁଆ ତୁଠେ ବସିଛି
ଲଙ୍ଗୁଳି ସୁମିଅପା
ଅମରି ଉହାଡୁ
କେମିତି ଦେଖିବି ମୁଁ
ଏକା ଏକା... ।।


ବନ୍ଧୁ ମୁଁ
ନୁହଁ ବାନ୍ଧବ ବୋଲି
ତୋ ଶବକୁ ମୋ କାନ୍ଧ ଅଲୋଡା ।
ତେବେସୁଦ୍ଧା ଉଠିପଡ ଥରୁଟେ 'ସଦା'
ତୋ ବିନା ,
ଗାଁ ତୁଠ, ସୁମିଅପା, ଗୁଲିଡଣ୍ଡା ଆଉ ମୁଁ ଅଧୁରା..........।।।

(ସବୁ ଗାଁରୁ ମରିଯାଉଥିବା ସଦାନନ୍ଦ ପରି ବନ୍ଧୁଙ୍କ ପାଇଁ )

ସଦାଚର

Rate the content


Originality
Flow
Language
Cover design

Comments

Post


Some text some message..