Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ମା ହିଁ ସାହା

ମା ହିଁ ସାହା

1 min
6.8K


ଲକ୍ଷ୍ମୀ ସରସ୍ଵତୀ ଦୁର୍ଗା ଆମ ମାତା ତିନି
ଗୋ ଗଂଗା ଗାୟତ୍ରୀ ଆମ ମାତା ପଦ ଘେନି ।
ଧରଣୀ ମାତା ଆମକୁ ଲାଗେ ସିନା ଜଡ
ଜନନୀ ଜନମଭୂମି ସରଗଠୁ ବଡ଼ ।
ମାତା ବ୍ରହ୍ମା ମାତା ବିଷ୍ଣୁ ମାତା ମହେଶ୍ୱର
ମାତା ଆଦ୍ୟ ଗୁରୁ ମାତା ପରମ ଈଶ୍ଵର ।
ମାଆ ନାହିଁ ଯାହାର ଟି ସାହା ନାହିଁ ତାହାର
ମାଆ ସିନା ପେଟ ଚିହ୍ନି ଯୋଗାଉଛି ଆହାର ।
ଘୋଡ଼ା ଚଢା ଵାପା ଥାଇ ମା' ଯା'ର ନଥାଏ
ଦୁନିଆ ଦାଣ୍ଡରେ ଗଣା ଜଣେରେ କି ହୁଏ !!
ମାଆର ସଂସ୍କାର ଯିଏ ହୃଦୟରେ ଘେନିଛି
ଜିତିବା ତା କରମରେ ବିହି ଲେଖି ଦେଇଛି ।
ମା ଆମ ମମତାର ସୀମା ହୀନ ସାଗର
ସନ୍ତାନ ପାଇଁ ସାକ୍ଷାତ ଦେବୀ ସରଗର ।


Rate this content
Log in