Audio

Forum

Read

Contests

Language


Write

Sign in
Wohoo!,
Dear user,
ସମ୍ପର୍କ
ସମ୍ପର୍କ
★★★★★

© Neelima Nivedita Behera

Others

1 Minutes   6.9K    8


Content Ranking

ଅଟକେଇ ହୁଏନି ନିଜକୁ

ଯେତେବେଳେ ତମେ ହସି ଦେଇ କୁହ

ମେଘ ଆସିଲାଣି ଆଖିରେ

ଆ' ନୀଳିମା…

ଭିଜି ଯିବା କେଇ ଘଡି

ଅସରାଏ ଭଲପାଇବାରେ ।  

ଅଟକେଇ ହସି କୁହ

Rate the content


Originality
Flow
Language
Cover design

Comments

Post


Some text some message..