ସମ୍ପର୍କ
ସମ୍ପର୍କ
1 min
6.9K
ଅଟକେଇ ହୁଏନି ନିଜକୁ
ଯେତେବେଳେ ତମେ ହସି ଦେଇ କୁହ
ମେଘ ଆସିଲାଣି ଆଖିରେ
ଆ' ନୀଳିମା…
ଭିଜି ଯିବା କେଇ ଘଡି
ଅସରାଏ ଭଲପାଇବାରେ ।