ଲହଡି
ଲହଡି
1 min
828
ଲହଡି
ଜାଣେନା କାହିଁକି ଲହଡି କୁ ମୁଁ ଯେ
ଆଜି ଭାରି ଭଲପାଏ
ପଡ଼ିବା ଉଠିବା ଜୀବନ ତାହାର
ପଡି ପୁଣି ଉଠି ଯାଏ (୧)
ଯେତେ ପଡିଲେ ବି ଡରେ ନି କେବେ ବି
ଜାଣିଛି ଉଠିବା ପାଇଁ
ଗଲେଯେତେ ଦୂରେ ପ୍ରୀୟା ପାଶେ ଫେରେ
ଛୁଇଁ ଯାଏ ବେଳାଭୂମି (୨)