Audio

Forum

Read

Contests

Language


Write

Sign in
Wohoo!,
Dear user,
॥ ତୋ ॥
॥ ତୋ ॥
★★★★★

© Prasanta Bhunya

Others

1 Minutes   6.9K    2


Content Ranking

ତୋ

ଆଖି ପାଟି ଓଠ ତନୁ ମନ

ସବୁ କେତେ କୁହନ୍ତି;

ବାଗ୍ମୀ, ଉଦ୍ଗାତା ସୁବକ୍ତାର କଥା;

ତୋ

ଆଖି ପାଟି ଓଠ ତନୁ ମନ

ସବୁ ନାଚି ଯା’ନ୍ତି;

ନଉଲି ଅପ୍ସରା ହରିଣୀ ପ୍ରାୟେ ଝୁମିଝୁମି;

ତୋ

ଆଖି ପାଟି ଓଠ ତନୁ ମନ

ସବୁ ଖୋଲି ଦ୍ୟନ୍ତି;

କୈଶୋର ତାରୁଣ୍ୟ ଯୌବନର ଗ୍ରନ୍ଥୀ;

ତୋ

ଆଖି ପାଟି ଓଠ ତନୁ ମନ

ସବୁ ବିସ୍ତରି ଯା’ନ୍ତି;

ମୋ ଅସ୍ତିତ୍ୱର ସପତ ବ୍ରହ୍ମାଣ୍ଡ;

ତୋ

ଆଖି ପାଟି ଓଠ ତନୁ ମନ

ସବୁ ଉତାରି ଦିଅନ୍ତି;

ମନ ହୃଦୟ ଆଉ ଶବଦ ସବୁ କବିତାରେ;

-ପ୍ରଭୂ

ଆଖି କୈଶୋର ହୃଦୟ

Rate the content


Originality
Flow
Language
Cover design

Comments

Post


Some text some message..