Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta Bhunya

Others

2  

Prasanta Bhunya

Others

॥ ତୋ ॥

॥ ତୋ ॥

1 min
6.9K


ତୋ

ଆଖି ପାଟି ଓଠ ତନୁ ମନ

ସବୁ କେତେ କୁହନ୍ତି;

ବାଗ୍ମୀ, ଉଦ୍ଗାତା ସୁବକ୍ତାର କଥା;

ତୋ

ଆଖି ପାଟି ଓଠ ତନୁ ମନ

ସବୁ ନାଚି ଯା’ନ୍ତି;

ନଉଲି ଅପ୍ସରା ହରିଣୀ ପ୍ରାୟେ ଝୁମିଝୁମି;

ତୋ

ଆଖି ପାଟି ଓଠ ତନୁ ମନ

ସବୁ ଖୋଲି ଦ୍ୟନ୍ତି;

କୈଶୋର ତାରୁଣ୍ୟ ଯୌବନର ଗ୍ରନ୍ଥୀ;

ତୋ

ଆଖି ପାଟି ଓଠ ତନୁ ମନ

ସବୁ ବିସ୍ତରି ଯା’ନ୍ତି;

ମୋ ଅସ୍ତିତ୍ୱର ସପତ ବ୍ରହ୍ମାଣ୍ଡ;

ତୋ

ଆଖି ପାଟି ଓଠ ତନୁ ମନ

ସବୁ ଉତାରି ଦିଅନ୍ତି;

ମନ ହୃଦୟ ଆଉ ଶବଦ ସବୁ କବିତାରେ;

-ପ୍ରଭୂ


Rate this content
Log in