ଅନୁରୋଧ
ଅନୁରୋଧ
1 min
1.1K
ଆଜି ଧରଣୀ ମାତା
ଲାଗେ ନୂଆ ବୋହୂ
ଆଷାଢ଼ ମାସର ପହିଲି ମେଘ
ଖୁସିରେ ନାଚିଯାଏ ପାଦ
ମେଘକୁ ଦେଖିଲେ
ଅସ୍ଥିର ହୋଇ ଯାଏ ମନ
ଇଚ୍ଛା ହୁଏ ବାରମ୍ବାର
ମେଘରେ ଭିଜିବାକୁ ଏ ଦେହ
ମେଘ ଟୋପାର ପାଣି
ଖେଳି ଯାଏ ଅସୁମାରୀ ଶୀହରଣ
ଏ ମେଘ ରାଣୀ ମୋର
ସବୁ ବେଳେ ଯା ବରଷି .......
ପ୍ରମିଳା ସାହୁ