Audio

Forum

Read

Contests

Language


Write

Sign in
Wohoo!,
Dear user,
ଅନୁରୋଧ
ଅନୁରୋଧ
★★★★★

© Pramila Sahoo

Others

1 Minutes   1.1K    6


Content Ranking

ଆଜି ଧରଣୀ ମାତା
ଲାଗେ ନୂଆ ବୋହୂ
ଆଷାଢ଼ ମାସର ପହିଲି ମେଘ
ଖୁସିରେ ନାଚିଯାଏ ପାଦ
ମେଘକୁ ଦେଖିଲେ
ଅସ୍ଥିର ହୋଇ ଯାଏ ମନ
ଇଚ୍ଛା ହୁଏ ବାରମ୍ବାର
ମେଘରେ ଭିଜିବାକୁ ଏ ଦେହ
ମେଘ ଟୋପାର ପାଣି
ଖେଳି ଯାଏ ଅସୁମାରୀ ଶୀହରଣ
ଏ ମେଘ ରାଣୀ ମୋର
ସବୁ ବେଳେ ଯା ବରଷି .......
ପ୍ରମିଳା ସାହୁ

ଅନୁରୋଧ

Rate the content


Originality
Flow
Language
Cover design

Comments

Post


Some text some message..