ହୃଦୟର ଭାଷା
ହୃଦୟର ଭାଷା
ଆଖି ଲୁହ ଯଦି ଧୋଇ ପାରୁଥାନ୍ତା
ପ୍ରଭୁ ତୋ ପାଦ ଯୁଗଳ
ସତ କହ ପ୍ରଭୁ ଦେଖି ପାରନ୍ତୁକି
ମୋର ଏହି କଲବଲ
ହେଲେ ଆଖି ଲୁହ ପିଇ ଦିଏ ଓଠ
ଆଉ କିଛି ବୁକୁତଳ
ସେଥିପାଇଁ ବୋଧେ ଦୁଃଖ ଓ ବିପଦ
କରେ ମୋତେ ହୀନବଳ
ଚିତ୍ତରଞ୍ଜନ ଲେଙ୍କା,
କଟକ
ଆଖି ଲୁହ ଯଦି ଧୋଇ ପାରୁଥାନ୍ତା
ପ୍ରଭୁ ତୋ ପାଦ ଯୁଗଳ
ସତ କହ ପ୍ରଭୁ ଦେଖି ପାରନ୍ତୁକି
ମୋର ଏହି କଲବଲ
ହେଲେ ଆଖି ଲୁହ ପିଇ ଦିଏ ଓଠ
ଆଉ କିଛି ବୁକୁତଳ
ସେଥିପାଇଁ ବୋଧେ ଦୁଃଖ ଓ ବିପଦ
କରେ ମୋତେ ହୀନବଳ
ଚିତ୍ତରଞ୍ଜନ ଲେଙ୍କା,
କଟକ