Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Inspirational

2  

Niranjan Sahu

Inspirational

ହେଲମେଟ ପିନ୍ଧ

ହେଲମେଟ ପିନ୍ଧ

1 min
6.7K


ବିଲେଇ କହୁଛି ମିଆଁଉ ମିଆଉଁ

କୁକୁର କହୁଛି ଭୋ

ଗଧ କହୁଛି କଁ କଁ କଁ

ବିଲୁଆ ହୁକେ ହୋ |


ହେଲମେଟ ପିନ୍ଧି ଗାଡି ଚଲେଇବୁ

ନହେଲେ ,,ମୁଣ୍ଡଟା ହୋଇବ ଢ଼ୋ

ମୁଣ୍ଡଟା ଯଦି ଢ଼ୋ ହୋଇବ

କାହାକୁ କହିବୁ କ |


ହାତଗୋଡ଼ ସିନା ଭାଙ୍ଗି ଗଲେବାବୁ

ଯୋଡ଼ା ଯୋଡି କରିଦେବୁ

ମୁଣ୍ଡଟା ଯଦି ଢ଼ୋ ହୋଇଲା

ଜମର ଭେଟ ପାଇବୁ |


ତୁ ସିନା ଯିବୁ ତୋରି ବାଟରେ

ପରିବାର କଷ୍ଟ ପାଇବେ

ତୋ ପିଲାମାନେ ହିଡ଼ିଗିଡି ହୋଇ

ବାପ ଛେଉଣ୍ଡ ହୋଇବେ |


ଏଇକଥା ମନେ ରଖିବୁରେ ଧନ

ଏଇକଥା ମନେରଖିବୁ

ବାଇକିରେ ବସି ଯୁଆଡକୁ ଯିବୁ

ହେଲମେଟ ପିନ୍ଧିଥିବୁ....


ନିରଞନ ସାହୁ


Rate this content
Log in

Similar oriya poem from Inspirational