ପ୍ରେମିକ ମଣି
ପ୍ରେମିକ ମଣି
ପ୍ରେମ ଅର୍ଥ କିଛି ବୁଝ କି ନ ବୁଝ
କହୁଛ ଆମେ ମାଷ୍ଟର୍
କହିବା ପୂର୍ବରୁ ଶକତ ପ୍ରେମିକ
କାହ୍ନୁ କଥା ଚିନ୍ତା କର
କି କଲା ସେ ପ୍ରେମ ଏକାଥରେ ଷୋଳ
ସହସ୍ର ହୋଇଲେ ଟାଣି
ଯଦି ଶକ୍ତି ଅଛି ସେହି ପ୍ରେମ କର
ହୋଇବ ପ୍ରେମିକ ମଣି
ଚିତ୍ତ ରଞ୍ଜନ ଲେଙ୍କା (କଟକ)
ପ୍ରେମ ଅର୍ଥ କିଛି ବୁଝ କି ନ ବୁଝ
କହୁଛ ଆମେ ମାଷ୍ଟର୍
କହିବା ପୂର୍ବରୁ ଶକତ ପ୍ରେମିକ
କାହ୍ନୁ କଥା ଚିନ୍ତା କର
କି କଲା ସେ ପ୍ରେମ ଏକାଥରେ ଷୋଳ
ସହସ୍ର ହୋଇଲେ ଟାଣି
ଯଦି ଶକ୍ତି ଅଛି ସେହି ପ୍ରେମ କର
ହୋଇବ ପ୍ରେମିକ ମଣି
ଚିତ୍ତ ରଞ୍ଜନ ଲେଙ୍କା (କଟକ)