Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ(ଧ)

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ(ଧ)

1 min
220



ରାଗ-କନଡାକାଫି ବା ତୋଡିଜଙ୍ଗଲା

       

ଧୀରା ରେ କି ଧନ ତୁ ନ ଦେଲୁ ଆଜ

ଧଇଲେ କି ସତେ କର ଯୁବରାଜ(ପଦ)


ଧରମ ବଳୁ କି ମୋର,        ଧୁପି ଦେଇ ନିଜ କର,

କୋଳକୁ ଆଣିଲୁ କଳା ଦ୍ୱିଜରାଜ(1)

ଧୁରନ୍ଧର ସେ ଇଙ୍ଗିତେ,         ଧରଷିଲୁ କେହି ସତେ,

ଧମକାଇଲା ନାହିଁ କି କିଛି ଲାଜ (2)

ଧରାରେ ଯେତେ ପୁରୂଷେ,        ଧୁର୍ତ୍ତ ତାହାଙ୍କ ଗୁରୁ ସେ

ଧନରୁ ଯେ ବଳେ ତାହାଙ୍କର ବ୍ୟାଜ(3)

ଧୃତି ହୋଇ ବଳ ହୀନ,       ଧୁଷର ହୋଇବା ମନ,

ଧୋଇ ଚିନ୍ତା କଳଙ୍କ ସମାଜ ମାଜ(4)

ଧରଣୀନ୍ଦ୍ର ଜଗଦେବ          ଧ୍ୟାନେ ବଲ୍ଲବୀବଲ୍ଲବ

ଧରାଧୂଳି କରେ ମସ୍ତକରେ ତାଜ(5)




Rate this content
Log in

Similar oriya poem from Classics