Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Acharya

Others

2  

Sasmita Acharya

Others

ଜାଣିଛି ମାଆ ଲୋ

ଜାଣିଛି ମାଆ ଲୋ

1 min
7.0K


ଯୁଆଡ଼େ ଦେଖେ ମାଆ

ଯାହା ମୁଁ ଦେଖେ ମାଆ

ସବୁଠି ପାଉଛି ତୋତେ

ବିପଦେ ଆପଦେ

ପଣତ ପାତିଲେ

ଫେରାଇବୁ ନାହିଁ ମୋତେ....||

ତୋ ଦୁଆର ପରା

ବିଶ୍ବାସର ଘର

ଜାଣିଛି ମାଆ ଲୋ ମୁହିଁ

ଲୋଡା ନାହିଁ ମୋର

ଧନ କି ସଂପଦ

ମୋ ବିଶ୍ବାସ ଭାଂଗିବୁ ନାହିଁ ||

ମାଆ ଲୋ

ମାଆଆ ଲୋ

ମାଆଆଆ ଲୋ

ତୋ ଠାରୁ କେବେ

ଦୂର ମୁଁ ନୁହଁଇ

ଏ କଥା ତୁ ଜାଣୁ ପରା

ତୋ ବିନା କେହି

ଦେବେ ନାହିଁ ମୋତେ

ଏ ସଂସାରେ ଆଉ ସାହାରା

ଏ ସଂସାରେ ଆଉ ସାହାରା....||


Rate this content
Log in