Audio

Forum

Read

Contests

Language


Write

Sign in
Wohoo!,
Dear user,
ଫରମାସ
ଫରମାସ
★★★★★

© Tapan Dixit

Abstract Inspirational

1 Minutes   6.7K    8


Content Ranking

ରହି ଯା ଟିକେ କହି ଯା କିଛି 

ସଞ୍ଜ ଆସୁଛି ନଇଁ 

ରାତିଏ ସପନ ସାଉଁଟି ରଖିଛି 

କେବେ ଠାରୁ ତୋ ପାଇଁ,

ଶୀତ କୁହୁଡିରେ ଧୂଆଁ ଧୂଆଁ ଖାଲି 

ଚହଟେ ଶିଉଳି ବାସ 

ସାଇତି ରଖିବ ଭଲପାଇବାକୁ 

ଏ ଗରିବ ଫରମାସ… ।। 

ତପନ ଦୀକ୍ଷିତ(ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ

ଫରମାସ: ବରାଦ କରିବା

ସପନ ଶୀତ ଫରମାସ

Rate the content


Originality
Flow
Language
Cover design

Comments

Post


Some text some message..