ଫରମାସ
ଫରମାସ
ରହି ଯା ଟିକେ କହି ଯା କିଛି
ସଞ୍ଜ ଆସୁଛି ନଇଁ
ରାତିଏ ସପନ ସାଉଁଟି ରଖିଛି
କେବେ ଠାରୁ ତୋ ପାଇଁ,
ଶୀତ କୁହୁଡିରେ ଧୂଆଁ ଧୂଆଁ ଖାଲି
ଚହଟେ ଶିଉଳି ବାସ
ସାଇତି ରଖିବ ଭଲପାଇବାକୁ
ଏ ଗରିବ ଫରମାସ… ।।
ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
ଫରମାସ: ବରାଦ କରିବା
ରହି ଯା ଟିକେ କହି ଯା କିଛି
ସଞ୍ଜ ଆସୁଛି ନଇଁ
ରାତିଏ ସପନ ସାଉଁଟି ରଖିଛି
କେବେ ଠାରୁ ତୋ ପାଇଁ,
ଶୀତ କୁହୁଡିରେ ଧୂଆଁ ଧୂଆଁ ଖାଲି
ଚହଟେ ଶିଉଳି ବାସ
ସାଇତି ରଖିବ ଭଲପାଇବାକୁ
ଏ ଗରିବ ଫରମାସ… ।।
ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
ଫରମାସ: ବରାଦ କରିବା