Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kamal Kumar Dash

Others

2  

Kamal Kumar Dash

Others

ଆମରି କଥା

ଆମରି କଥା

1 min
174


ସେଇ ଝାଉଁବଣ ପବନ କୁ ଆଜି 

   କହୁଛି ଆମରି କଥା  

ତୁମେ ନାହଁ ବୋଲି ଚାରି ଆଡେ ଖାଲି 

   ସୀମାହୀନ ନିରବତା ll୧ll


ବେଳ|ଭୂମି ପରେ    ମଥା ପିଟି ପିଟି 

  ଲହଡି ଯାଉଛି ଫେରି 

ଗଲା ସୃତି ସବୁ      ଭଙ୍ଗ| ବାଲିଘର 

  ତୁମେତ ଆସନା ଫେରି ll୨ll


ଏକ ଏକା ବୁଲେ  ବେଳା ଭୂମି ପରେ 

    ମନେ ମନେ କଥା ହୁଏ 

ଗଲା ଦିନ କଥା  ମାନେ ପଡେ ଯେବେ 

   ଆଖି ଓଦା ହୋଇ ଯାଏ ll୩ll


ଭାବୁଛି ଫେରିବ  ଏ ବେଳାଭୂମିକୁ 

   ଭୁଲି ସବୁ ପଛ କଥା 

ମୋ ପାଖେ ବସିବ  ନIଚିକି ହସିବ 

   ଭାଙ୍ଗି ଏଠି ନିରବତା ll୪ll


Rate this content
Log in