Audio

Forum

Read

Contests

Language


Write

Sign in
Wohoo!,
Dear user,
ନାରୀ
ନାରୀ
★★★★★

© Apalata Aruk

Inspirational

1 Minutes   6.5K    5


Content Ranking

ସେଇ ସିନା ଦୁଇ କୁଳ କରଇ ଉଦ୍ଧାର,

ତା' ହାତରେ ଝୁଲୁଅଛି ଭାଗ୍ୟ ଏ ବିଶ୍ଵର ।

ସେ ସୀତା ସାବିତ୍ରୀ ଲକ୍ଷ୍ମୀବାଈ ଦୁର୍ଗାବତୀ,

ଇନ୍ଦିରା କଳ୍ପନା ମଦାଳସା ଲୀଳାବତୀ।

ସେ ଚାହିଁଲେ ବିରାଜିବ ସଂସାରରେ ଶାନ୍ତି,

ସେ ଚାହିଁଲେ ଦୃଢ ହେବ ବିଶ୍ଵରେ ସଂହତି।

ସେ ଜାଗିଲେ ଦୂର ହେବ ସବୁ ଅତ୍ୟାଚାର,

ସେ ଚାହିଁଲେ ସମାଜରେ ଆସିବ ସଂସ୍କାର ।

ସେ ଚିର କଲ୍ୟାଣମୟୀ ନାହିଁ ତା' ଉପମା,

ସମାଜ ପାଇଁ ସେ ଅଟେ ଅୟୁତ ପ୍ରେରଣା।

ଅପଲତା ଆରୁକ ମନୋହରପୁର ମୟୂରଭଞ୍ଜ

ନାରୀ ସମାଜ ପ୍ରେରଣା

Rate the content


Originality
Flow
Language
Cover design

Comments

Post


Some text some message..