ପ୍ରେମ
ପ୍ରେମ
ପ୍ରେମକୁ ଯେବେ ପ୍ରେମ ହେଲା...
ପ୍ରେମ.. ପ୍ରେମକୁ ପ୍ରେମରେ ପଚାରିଲା..
ପ୍ରେମ ମାନେ କ’ଣ......?
ପ୍ରେମ..ପ୍ରେମକୁ ପ୍ରେମରେ ବୁଝାଇଲା.....
ପ୍ରେମରେ ଚାଲିଛି ସଂସାର...
ପ୍ରେମ ବିନା ସବୁ ଅସାର..
ପ୍ରେମେ ଚାଲିଛି ପରିବାର..
ପ୍ରେମରେ ବନ୍ଧା ଠାକୁର...
ପ୍ରେମ ହିଁ ଶାଶ୍ଵତ ସୁନ୍ଦର...
ପ୍ରେମ ହିଁ ଅକ୍ଷତ.,,ପ୍ରେମ ଚିରନ୍ତନ
ପ୍ରେମ ବିନା ସବୁ ଅନ୍ଧାର....
ତଥାପି..ପ୍ରେମ ପଚାରୁଛି ପ୍ରେମକୁ....
ପ୍ରେମଟା.....ସତରେ କେମିତି...?
ପ୍ରେମ..ପ୍ରେମକୁ ପ୍ରେମରେ ବୁଝାଇ କହୁଛି....
ଏ କବିତାକୁ ପଢୁଥିବା ବନ୍ଧୁ ମନଂକୁ
ଖୁସି ଲାଗେ ଯେମିତି.....
ପ୍ରେମଟା ଠିକ ସେମିତି.........
ପ୍ରେମ...ପ୍ରେମକୁ ପ୍ରେମରେ....କହିଲା,,....
ଓଓଓଓଓଓ...ବୁଝିଗଲି...ଭାଇ ...ବୁଝିଗଲି...
ପ୍ରେମଟା ସତରେ କେତେ ଭଲ,,,,
।।ନିରଞ୍ଜନ ସାହୁ।।