Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

ପାଗଳ ର ପ୍ରଳାପ-୫

ପାଗଳ ର ପ୍ରଳାପ-୫

1 min
1.0K


  • ପାଗଳ ର ପ୍ରଳାପ-୫

    ନିରବ ମରୁଭୂମି ଉତ୍ତପ୍ତ ବାଲୁକା ରାଶି ସାପ ବିଛା କଙ୍କଡଙ୍କ ସହର କିଛି କଣ୍ଟା ଗୁଳ୍ମ, ଖଜୁରୀ ଗଛର ଛାୟା, ମୃଗତୃଷ୍ଣା , କେଉଁଠି କେମିତି ମରୁ ଉଦ୍ୟାନ ଜୀବନ ! କମ ଲୋକଙ୍କ ଜୀବନରେ ମିଳେ ମୁନ୍ଦାଏ ପାଣି, ଓଟର ଧିର ସବାରି କ୍ଵଚିତ ପାର କରନ୍ତି ନୀରବରେ ମରୁଭୂମି ଆଉ ଗୁଡ଼ାଏ ଲୋକଙ୍କ ଆର୍ତ୍ତନାଦ------------! ମରୁ ଝଡରେ ହଜିଯାଏ, ଆରବୀ ଶେଖ ନାଚନ୍ତି ଗଣିକାଙ୍କ ଗହଣରେ ବେଲ୍ଲୀ ନାଚ ଜଙ୍ଗଲର ନିୟମ ଚାଲେ ମୋ ସହରରେ ସମସ୍ତ ସହରବାସି ସୁପ୍ତ ଚେତନା ଯେ ଅଭାବ ଲେଡି ଗୁଡ଼ କହୁଣିକୁ ବହିଲାଣି କିଏ ଶୁଣୁଛି ! ପାଗଳ ର ପ୍ରଳାପ ।

    ରାମ ପ୍ରସାଦ ବିଶୋଇ (କାଶ୍ୟପ) ରାୟଗଡ଼ା । ତା-୧୬-୦୫-୧୬ ସମୟ-ସକାଳ-୧୧ ତା ।

     
     


Rate this content
Log in