Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ପାଗଳ ର ପ୍ରଳାପ-୫
ପାଗଳ ର ପ୍ରଳାପ-୫
★★★★★

© Ram Prasad Bisoi

Others

1 Minutes   990    2


Content Ranking

  • ପାଗଳ ର ପ୍ରଳାପ-୫

    ନିରବ ମରୁଭୂମି ଉତ୍ତପ୍ତ ବାଲୁକା ରାଶି ସାପ ବିଛା କଙ୍କଡଙ୍କ ସହର କିଛି କଣ୍ଟା ଗୁଳ୍ମ, ଖଜୁରୀ ଗଛର ଛାୟା, ମୃଗତୃଷ୍ଣା , କେଉଁଠି କେମିତି ମରୁ ଉଦ୍ୟାନ ଜୀବନ ! କମ ଲୋକଙ୍କ ଜୀବନରେ ମିଳେ ମୁନ୍ଦାଏ ପାଣି, ଓଟର ଧିର ସବାରି କ୍ଵଚିତ ପାର କରନ୍ତି ନୀରବରେ ମରୁଭୂମି ଆଉ ଗୁଡ଼ାଏ ଲୋକଙ୍କ ଆର୍ତ୍ତନାଦ------------! ମରୁ ଝଡରେ ହଜିଯାଏ, ଆରବୀ ଶେଖ ନାଚନ୍ତି ଗଣିକାଙ୍କ ଗହଣରେ ବେଲ୍ଲୀ ନାଚ ଜଙ୍ଗଲର ନିୟମ ଚାଲେ ମୋ ସହରରେ ସମସ୍ତ ସହରବାସି ସୁପ୍ତ ଚେତନା ଯେ ଅଭାବ ଲେଡି ଗୁଡ଼ କହୁଣିକୁ ବହିଲାଣି କିଏ ଶୁଣୁଛି ! ପାଗଳ ର ପ୍ରଳାପ ।

    ରାମ ପ୍ରସାଦ ବିଶୋଇ (କାଶ୍ୟପ) ରାୟଗଡ଼ା । ତା-୧୬-୦୫-୧୬ ସମୟ-ସକାଳ-୧୧ ତା ।

     
     

ପାଗଳ ର ପ୍ରଳାପ-୫

Rate the content


Originality
Flow
Language
Cover design

Comments

Post

Some text some message..