ସ୍ନେହ ଓ ପ୍ରେମ
ସ୍ନେହ ଓ ପ୍ରେମ
ମାନସିକ ରୋଗୀ ଭଲ ହୋଇପାରେ
ଉପଯୁକ୍ତ ଚିକିତ୍ସାରେ
ଔଷଦ ଠୁ ବେଶୀ ଭଲ କାମ କରେ
ସ୍ନେହ ପ୍ରେମ ସେ କ୍ଷେତ୍ରରେ
ଚିକିତ୍ସକ ଯଦି ମାନସିକ ରୋଗୀ
ସ୍ନେହ ଦେବା ଲୋକ ବନ୍ଦୀ
ସେ କ୍ଷେତ୍ରରେ ତାକୁ ପାଗଳାମି ରୋଗ
ସହଜେ ପାରିବ ଛନ୍ଦି
ଚିତ୍ତରଞ୍ଜନ ଲେଙ୍କା,
କଟକ
ମାନସିକ ରୋଗୀ ଭଲ ହୋଇପାରେ
ଉପଯୁକ୍ତ ଚିକିତ୍ସାରେ
ଔଷଦ ଠୁ ବେଶୀ ଭଲ କାମ କରେ
ସ୍ନେହ ପ୍ରେମ ସେ କ୍ଷେତ୍ରରେ
ଚିକିତ୍ସକ ଯଦି ମାନସିକ ରୋଗୀ
ସ୍ନେହ ଦେବା ଲୋକ ବନ୍ଦୀ
ସେ କ୍ଷେତ୍ରରେ ତାକୁ ପାଗଳାମି ରୋଗ
ସହଜେ ପାରିବ ଛନ୍ଦି
ଚିତ୍ତରଞ୍ଜନ ଲେଙ୍କା,
କଟକ