ଆତ୍ମୀୟତା
ଆତ୍ମୀୟତା
1 min
7.0K
ମିଛ ଆତ୍ମୀୟତାକୁ ହତାଦର,
ସବୁ ସମସ୍ୟାକୁ ବାଣ୍ଟିନେବା,
ତମର ମୋର
ହେଲେ ସିନା ଆବୋରି ନେବା
ଦୁଃଖ ନିଜର ନିଜର ।
ମିଛ ଆତ୍ମୀୟତାକୁ ହତାଦର,
ସବୁ ସମସ୍ୟାକୁ ବାଣ୍ଟିନେବା,
ତମର ମୋର
ହେଲେ ସିନା ଆବୋରି ନେବା
ଦୁଃଖ ନିଜର ନିଜର ।