ଯେବେ ସଞ୍ଜ ଆସେ ନଇଁ
ଯେବେ ସଞ୍ଜ ଆସେ ନଇଁ
ଯେବେ ସଞ୍ଜ ଆସେ ନଇଁ
ଯେବେ ଚାନ୍ଦ ଆସେ ଉଇଁ
ଯେବେ ରାତି ହୁଏ ମଉନ
ଯେବେ ନୀଳ କଇଁ ହୁଏ ଛନ ଛନ
ସେତେବେଳେ
ତୁମେ ମୋ ମନକୁ ଆସ...ଧୀରେ ଧୀରେ
ପାହାନ୍ତିଆ ସପନ ହୋଇ,,,,,
ମନ ରେ ମୋ ହୁଏ ହଇଚଇ
ମୁଁ ଆଉ ମୁଁ ହୋଇ ରହି ପାରେ ନାହିଁ
ସବୁ ସୀମା ଯାଏ ଡେଇଁ।
ରନିତା
ଯେବେ ସଞ୍ଜ ଆସେ ନଇଁ
ଯେବେ ଚାନ୍ଦ ଆସେ ଉଇଁ
ଯେବେ ରାତି ହୁଏ ମଉନ
ଯେବେ ନୀଳ କଇଁ ହୁଏ ଛନ ଛନ
ସେତେବେଳେ
ତୁମେ ମୋ ମନକୁ ଆସ...ଧୀରେ ଧୀରେ
ପାହାନ୍ତିଆ ସପନ ହୋଇ,,,,,
ମନ ରେ ମୋ ହୁଏ ହଇଚଇ
ମୁଁ ଆଉ ମୁଁ ହୋଇ ରହି ପାରେ ନାହିଁ
ସବୁ ସୀମା ଯାଏ ଡେଇଁ।
ରନିତା