Audio

Forum

Read

Contests

Language


Write

Sign in
Wohoo!,
Dear user,
କିଛି ସତ୍ୟ
କିଛି ସତ୍ୟ
★★★★★

© Padmalaya Mishra

Romance

1 Minutes   6.5K    5


Content Ranking

ପ୍ରେମର ପଉଷ ପ୍ରତାରଣା ବିଷ

ଜୀବକୁ କରଇ ଜଡ଼

ଅବିଶ୍ୱାସ କଣ୍ଟା ଭାଙ୍ଗିଦିଏ ଅଣ୍ଟା

ସ୍ବପ୍ନ ଲେଉଟାଏ କଡ଼ ।



ଉପବନେ ହସେ ଭ୍ରମର ପରଶେ

ଗୋଲାପ ଯେ ପ୍ରିୟତମା

ଫୁଲେଇ ପବନ ଛୁଇଁ ତନୁମନ

ବାଢ଼ଇ ପ୍ରୀତି ଉପମା ।

�ଗୋଲାପ ମହକ ଖେଳାଏ କୁହୁକ

ସୁଗନ୍ଧିତ ଉପବନ

ପବନ ବିତରେ ସୁଗନ୍ଧ ବିଭୋରେ

ମତୁଆଲା ଯଉବନ ।।

.


ପଦ୍ମାଳୟା

କିଛି ସତ୍ୟ ପ୍ରିୟତମା ପ୍ରତାରଣା

Rate the content


Originality
Flow
Language
Cover design

Comments

Post


Some text some message..