Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Mishra

Romance

2  

Padmalaya Mishra

Romance

କିଛି ସତ୍ୟ

କିଛି ସତ୍ୟ

1 min
6.6K


ପ୍ରେମର ପଉଷ ପ୍ରତାରଣା ବିଷ

ଜୀବକୁ କରଇ ଜଡ଼

ଅବିଶ୍ୱାସ କଣ୍ଟା ଭାଙ୍ଗିଦିଏ ଅଣ୍ଟା

ସ୍ବପ୍ନ ଲେଉଟାଏ କଡ଼ ।



ଉପବନେ ହସେ ଭ୍ରମର ପରଶେ

ଗୋଲାପ ଯେ ପ୍ରିୟତମା

ଫୁଲେଇ ପବନ ଛୁଇଁ ତନୁମନ

ବାଢ଼ଇ ପ୍ରୀତି ଉପମା ।

�ଗୋଲାପ ମହକ ଖେଳାଏ କୁହୁକ

ସୁଗନ୍ଧିତ ଉପବନ

ପବନ ବିତରେ ସୁଗନ୍ଧ ବିଭୋରେ

ମତୁଆଲା ଯଉବନ ।।

.


ପଦ୍ମାଳୟା


Rate this content
Log in

Similar oriya poem from Romance