Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

2  

Amiya Bej

Others

❇❇❇ ହାଲକା କଥା ❇❇❇

❇❇❇ ହାଲକା କଥା ❇❇❇

1 min
1.0K


  ❇❇❇ ହାଲକା କଥା ❇❇❇

ଛାତିରେ ହାତ଼ ରଖି କୁହ
ପୁରୁଷ ପ୍ରବର ,
ସକାଳୁ ଗାଧୁଆ ବେଳେ ,
ମାତ୍ର ବାଲତିଏ ଗରମ ପାଣିର -
ସେ ଯେଉଁ ସୁଖ,
ତା' ଆଗେ ସରି ହେବ କି'
ସାରା ରାତି ପ୍ରିୟାର -
କଅଁଳ ପରଶ ???
କ୍ଷମା ଦେବେ ପ୍ରିୟା ଗଣ,
ମୁଁ ନିର୍ଦ୍ଦୋଷ,
କହୁ କହୁ କହିଦେଲି 
ଶୀତର ପ୍ରକୋପ ।।
                  ❇❇❇

( ଯା' ଘରେ ପ୍ରଚୁର ଗରମ ପାଣିର ବ୍ୟବସ୍ଥା , ତାଙ୍କ ପାଇଁ ଉଦ୍ଦିଷ୍ଟ ନୁହଁ )
✿ ଅମିୟ ✿


Rate this content
Log in