କବିତା
କବିତା
ବାଲିରେ ଲେଖିଲେ ନାଁ ଟିକୁ ତୋର
ପବନ ଉଡେଇ ନିଏ
ବେଳା ବାଲୁକାରେ ନାଁକୁ ଲେଖିଲେ
ଢେଉ ଆସି ଧୋଇଦିଏ ,
ଭାବିଛି ଲେଖିବି ନାଁଟିକୁ ତୋର
ହୃଦୟର ଏକ କୋଣେ
ରହିଥିବ ଲେଖା ମରଣ ପର୍ଯ୍ୟନ୍ତ
ଭାଳୁଥିବି ଅନୁକ୍ଷଣେ .... ।।
ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
ବାଲିରେ ଲେଖିଲେ ନାଁ ଟିକୁ ତୋର
ପବନ ଉଡେଇ ନିଏ
ବେଳା ବାଲୁକାରେ ନାଁକୁ ଲେଖିଲେ
ଢେଉ ଆସି ଧୋଇଦିଏ ,
ଭାବିଛି ଲେଖିବି ନାଁଟିକୁ ତୋର
ହୃଦୟର ଏକ କୋଣେ
ରହିଥିବ ଲେଖା ମରଣ ପର୍ଯ୍ୟନ୍ତ
ଭାଳୁଥିବି ଅନୁକ୍ଷଣେ .... ।।
ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ