Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Minakshi Samal

Romance

2  

Minakshi Samal

Romance

ପ୍ରେମ

ପ୍ରେମ

1 min
256



ହୃଦର ବନ୍ଧନ ହୃଦର ମିଳନ

ପ୍ରେମର ଅଟଇ ବାସ

ଏ ପ୍ରେମର ବାସ ଅଟଇ ଅଦ୍ଭୁତ

ଚହଟଇ ଚଉପାଶ।


ନିଃସ୍ବାର୍ଥ ମନର ନିର୍ମଳ ସରାଗ

ପ୍ରେମକୁ କରେ ଉଦ୍ରେକ

ପ୍ରେମ ଯଦି ପଡେ ବେଡିର କବଳେ

ମନରେ ଆସେଯେ ଦକ।


ଚିରକାଳ ପାଇଁ ପ୍ରେମର ମହତ୍ତ୍ଵ

ଶାଶ୍ୱତ ରହିଛି ଥିବ

ଅମୃତମୟ ଏ ପ୍ରେମର ସୁଧାକୁ

ଦୁନିଆଁ ଯେ ଚାଖୁଥିବ।


ମିନାକ୍ଷୀ ସାମଲ



Rate this content
Log in