Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ABHISEK TRIPATHY

Others

4.1  

ABHISEK TRIPATHY

Others

ମୁଁ ଓଡ଼ିଆ

ମୁଁ ଓଡ଼ିଆ

1 min
11.6K


ମୁଁ ସେଇ ଶୀତୁଆ ସକାଳର ଚୁଲିବସା ନାଲି ଚା....

ମୁଁ ସେଇ କଳାଛତା-ଧଳାଧୋତି ଆଉ ଖୋର୍ଧା ଗାମୁଛା....


ମୁଁ ସେଇ ହାଣ୍ଡିଆ ଆଉ ଖରାଦିନିଆ ବାସି ତୋରାଣୀ....

ମୁଁ ସେଇ ରଥଯାତ୍ରା-ଦୋଳମେଳନ-ରଜ ଆଉ ଖୁଦୁରୁକୁଣୀ....


 ମୁଁ ସେଇ ଓଡିଶୀ-ବାଦିପାଲା ଆଉ ଦାଶକାଠିଆ ମେଳି....

 ମୁଁ ସେଇ ବୋଉ ହାତ ତିଆରି ମଣ୍ଡା-ଆରିସା-ପୋଡ ଅାଉ ଚକୁଳି....


 ମୁଁ ସେଇ ଗୋଡ ବାଜିଲେ ବିଷ୍ଣୁ ଅାଉ ପାଦ ଛୁଇଁ ମୁଣ୍ଡିଆ....

 ମୁଁ ଅନ୍ୟତମ, ମୁଁ ସର୍ବୋତ୍ତମ, ମୁଁ ଗର୍ବିତ, ମୁଁ ଓଡିଆ....।


Rate this content
Log in