Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lavanya Nayak

Abstract

2  

Lavanya Nayak

Abstract

ଦାଗ ଗୋଟେ ପୁରୁଣା ସ୍ମୃତିର

ଦାଗ ଗୋଟେ ପୁରୁଣା ସ୍ମୃତିର

1 min
6.7K


ମନା କଲେ ବି

କେହି ଜଣେ ବୁଝାଉଚି

ଝାପ୍ ସା ନିଦରେ କି

ପ୍ରଣୟ ରାଗରେ

ଏଇ ଲକ୍ଷଣ....।

ଦେହ ବତୁରେ

ମନ ଉତୁରେ

କେବେ ଚୁଲିରେ ପଶେ

ଜଳେ ପୋଡେ

ଦାଗ ଲାଗେ

ଯାହା ମୁଁ ପଢିଚି

ତମେ ବି ପଢିଚ ।।

ସେ"ଦାଗ କ'ଣ ଲିଭେ

ସହଜରେ ........?

ଲିଭେନି ବୋଲି ତ

ଯୁଗେ ଯୁଗେ

ରାଧା ଝାସ ଦିଏ

ପ୍ରଭାସରେ ।

ଆଉ...

ମୀରାକୁ ମହୁରାରେ

ମରିବାକୁ ପଡେ ।।

ଏବେ,କେବଳ

ପ୍ରଶ୍ନ ମୋର

ଉତ୍ତର ତମର।


Rate this content
Log in