Audio

Forum

Read

Contests

Language


Write

Sign in
Wohoo!,
Dear user,
ଅନ୍ତଃସ୍ୱର-୨୭
ଅନ୍ତଃସ୍ୱର-୨୭
★★★★★

© Ram Prasad Bisoi

Fantasy

1 Minutes   1.3K    5


Content Ranking

ଶୀତୁଆଜହ୍ନ

ସ୍ଵଳ୍ପାଆଧିକ ପତ୍ରଙ୍କ

ଗହଳି ,

କଙ୍କାଳଟି ଥରି ଚାଲିଛି,

କୁହୁଡି ,

ଅସହ୍ୟ କାକରତ୍ରସ୍ତ

ସକାଳ,

ସ୍ଥିର,ଶାନ୍ତ ଜଳ,

ଲଙ୍ଗଳା ପୁଙ୍ଗୁଳା ସଖା ଗୁଡିକର

କଥୋପକଥନ

ଝଡି ପଡିଥିବା ପତ୍ର ମାନଙ୍କ ସହ,

ଭିଡା,ଟଣା ଓଟରା

ଜଣଙ୍କର ଅନ୍ୟଜଣ ସହ

ଗୋଟିଏ କମ୍ବଳ,

ଶୀତୁଆ ଜହ୍ନ----------!

କାଶ୍ୟପ,ରାୟଗଡା ।

କଙ୍କାଳ କୁହୁଡି କମ୍ବଳ

Rate the content


Originality
Flow
Language
Cover design

Comments

Post


Some text some message..